ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ରେଳ ଷ୍ଟେସନ

ରେଳ ବିଭାଗ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଭୁବନେଶ୍ୱରରେଳଷ୍ଟେସନ୍‍କୁ ଏକ ଅତ୍ୟାଧୁନିକ ଓ ବିଶ୍ୱସ୍ତରୀୟ କରାଯିବା ସହିତ ଭୁବନେଶ୍ୱରରେ ଆଉ ଏକ କୀର୍ତ୍ତିମାନ ସ୍ଥାପନ ହେବ। ଏହି ରେଳ ଷ୍ଟେସନରେ ଓଡ଼ିଶାର କଳା ଓ ଭାଷ୍କର୍ଯ୍ୟର ଛାପ ଦେଖିବାକୁ ମିଳିବା ସହ ଏହା ପର୍ଯ୍ୟଟକଙ୍କୁ ମଧ୍ୟ ଆକର୍ଷିତ କରିବ।