ଚାନ୍ଦବାଲି: ଚାନ୍ଦବାଲି ବାଁସଡା ଥାନା ଚରଦିଆ ଗ୍ରମରେ ଅଗ୍ନିକାଣ୍ଡ ଘଟି ଜଣେ ମହିଳା ପ୍ରଣ ହରାଇଛନ୍ତି। ଗ୍ୟାସ ଚୁଲାରୁ ନିଆଁ ଲାଗି ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏହାସହ ୬ ବଖରା ପୋଡି ପାଉଁଶ ହେବାସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ସ୍ଥାନୀୟ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।