ପଶ୍ଚିମବଙ୍ଗ ଭୋଟ ଗଣତି: ନନ୍ଦିଗ୍ରାମରେ ମମତାଙ୍କୁ କଡା ଟକ୍କର ଦେଇ ଶୁଭେନ୍ଦୁ ଆଗୁଆ

କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଯାଇଛି। ପୂର୍ବ ମେଦିନିପୁର ଜିଲ୍ଲାର ନନ୍ଦିଗ୍ରାମର ବିଧାନସଭା ଆସନ ପାଇଁ ଦୁଇ ହେବି ୱାଟ ନେତା ଟିଏମସିର ମମତା ବାନାର୍ଜୀ ଓ ବିଜେପିର ଶୁଭେନ୍ଦୁ ଅଧିକାରୀ ନିର୍ବାଚନ ଲଢ଼ିଛନ୍ତି।

ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗଣତିରେ ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀ ଆଗୁଆ ରହିଛନ୍ତି। ମମତା ବାନାର୍ଜୀଙ୍କ ଠାରୁ ୪୫୦୦ ଭୋଟରେ ଆଗୁଆ ରହିଛନ୍ତି ଶୁଭେନ୍ଦୁ ଆଗୁଆ ଅଛନ୍ତି।