କିଟ୍ ବିଶ୍ୱବିଦ୍ୟାଳୟ ନିକଟରେ ଜଳିଲା ଟାଟା ଏସିଇ

କିଟ୍ ବିଶ୍ୱ ବିଦ୍ୟାଳୟ ନିକଟରେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହଠାତ୍ ରାସ୍ତା ଉପରେ ଯାଉଥିବା ସମୟରେ ଟାଟା ଏସିଇ ଗାଡ଼ିିଟି ଜଳି ଉଠିଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିିଁ। ନିଆଁକୁ ଆୟତ୍ତ କରାଯାଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ କିଛିସମୟ ପାଇଁ ଆତଙ୍କ ଖେଳିଯାଇଥିଲା।