- ନୂଆଦିଲ୍ଲୀ: ବିଦେଶକୁ କୋଭିଡ ଟିକା ରପ୍ତାନୀ ନେଇ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ନେପାଳ, ମିଅାଁମାର ଓ ବାଂଲାଦେଶକୁ କୋଭିସିଲ୍ଡ ପ୍ରଦାନ ନେଇ ଅନୁମତି ମିଳିଛି। ଏହି ୩ ଦେଶକୁ ୧୦ ଲକ୍ଷ ଡୋଜ୍ ଲେଖାଏଁ କୋଭିସିଲ୍ଡ ପଠାଇବ ଏସଆଇଆଇ। ଇରାନକୁ ୧୦ ଲକ୍ଷ ଡୋଜ୍ କୋଭାକ୍ସନ ଦେବାକୁ ଭାରତ ବାୟୋଟେକକୁ ଅନୁମତି ମିଳିଛି।