ଭୁବନେଶ୍ୱର,ଏନ୍ଏନଏସ୍ : ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୨୯୯୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Covid-19 Report For 6th October
New Positives Cases: 2995
In quarantine: 1737
Local contacts: 1258(Details of local contacts will be shared by concerned District Administration)
District Wise Cases
1. Angul: 142
2. Balasore: 121
3. Bargarh: 93
4. Bhadrak: 28
5. Balangir: 94— I & PR Department, Odisha (@IPR_Odisha) October 7, 2020
6. Boudh: 31
7. Cuttack: 166
8. Deogarh: 20
9. Dhenkanal: 68
10. Gajapati: 7
11. Ganjam: 47
12. Jagatsinghpur: 62
13. Jajpur: 90
14. Jharsuguda: 64
15. Kalahandi: 63
16. Kandhamal: 43
17. Kendrapada: 135
18. Keonjhar: 61
19. Khurda: 568
20. Koraput: 43
21. Malkangiri: 82— I & PR Department, Odisha (@IPR_Odisha) October 7, 2020
22. Mayurbhanj: 92
23. Nawarangpur: 67
24. Nayagarh: 44
25. Nuapada: 74
26. Puri: 145
27. Rayagada: 17
28. Sambalpur: 138
29. Sonepur: 87
30. Sundargarh: 101
31. State Pool: 202New Recovery: 3817
Cumulative Tested: 3569600
Positive: 240998
Recovered: 210217
Active Cases: 29770— I & PR Department, Odisha (@IPR_Odisha) October 7, 2020
ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୧୭୩୭ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୧୨୫୮ଜଣ ସ୍ଥାନୀୟ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୪୦୯୯୮ରେ ପହଞ୍ଚିଛି। ଅନୁଗୁଳ ଜିଲ୍ଲାରୁ ୧୪୨, ବାଲେଶ୍ୱରରୁ ୧୨୧, ବରଗଡରୁ ୯୩, ଭଦ୍ରକରୁ ୨୮, ବଲାଙ୍ଗିରରୁ ୯୪, ବୌଦ୍ଧରୁ ୩୧, କଟକରୁ ୧୬୬, ଦେବଗଡରୁ ୨୦, ଢେଙ୍କାନାଢ଼ଳରୁ ୬୮, ଗଜପତିରୁ ୭, ଗଞ୍ଜାମରୁ ୪୭, ଜଗତସିଂହପୁରରୁ ୬୨, ଯାଜପୁରରୁ ୯୦, ଝାରସୁଗୁଡାରୁ ୬୪, କଳାହାଣ୍ଡିରୁ ୬୩, କନ୍ଧମାଳରୁ ୪୩, କେନ୍ଦ୍ରାପଡାରୁ ୧୩୫, କେନ୍ଦୁଝରରୁ ୬୧, ଖୋର୍ଦ୍ଧାରୁ ୫୬, କୋରାପୁଟରୁ ୪୩, ମାଲକାଲଗିରିରୁ ୮୨, ମୟୂରଭଞ୍ଜରୁ ୯୨, ନବରଙ୍ଗପୁରରୁ ୬୭, ନୟାଗଡରୁ ୪୪, ନୂଆପଡାରୁ ୭୪, ପୁରୀରୁ ୧୪୫, ରାୟଗଡାରୁ ୧୭, ସମ୍ବଲପୁରରୁ ୧୩୮, ସୋନପୁରରୁ ୮୭, ସୁନ୍ଦରଗଡରୁ ୧୦୧, ଷ୍ଟେଟପୋଲରୁ ୨୦୨ଜଣ ଚିହ୍ନଟ ହୋଇଛନ୍ତି।
Regret to inform the demise of eighteen #COVID19 positive patients while under treatment in hospitals.
1.A 72-year old male of Balasore district who was also suffering from Hypertension.
2.A 94-year old female of Balasore district
— H & FW Dept Odisha (@HFWOdisha) October 7, 2020
ଅନ୍ୟପକ୍ଷରେ ଆଜି ରାଜ୍ୟରେ ୧୮ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୫୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।୧୮ ମୃତକଙ୍କ ମଧ୍ୟରୁ ବାଲେଶ୍ୱର ଜିଲ୍ଲାରୁ ୪ ଜଣ, ନୟାଗଡ, ପୁରୀ ଏବଂ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ, ବୌଦ୍ଧ, ଦେବଗଡ, ଯାଜପୁର, କନ୍ଧମାଳ, ଖୋର୍ଦ୍ଧା, କୋରାପୁଟ, ମୟୁରଭଞ୍ଜ ଓ ସମ୍ବଲପୁରରୁ ଜଣେ ଲେଖାଏଁ ରହିଛନ୍ତି ।
15. An 82-year old female of Puri district who was also suffering from Hypertension.
16. A 40-year old male of Sambalpur district who was also suffering from Diabetes.
17. A 40-year old male of Sundergarh district.
— H & FW Dept Odisha (@HFWOdisha) October 7, 2020
18. A 45-year old female of Sundergarh district who was also suffering from Diabetes.
— H & FW Dept Odisha (@HFWOdisha) October 7, 2020