ଏଥର ବିନ୍ଦୁ ସାଗରରେ ଡଙ୍ଗା ଭସାକୁ ନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରର ବିନ୍ଦୁ ସାଗର ପୋଖରୀରେ ଡଙ୍ଗା ଭସାଇବା ଉପରେ କଟକଣା ଲଗାଯାଇଛି। ବିନ୍ଦୁ ସାଗର ସମେତ ସମସ୍ତ ନଦୀ ଘାଟରେ ମଧ୍ୟ କଟକଣା ଜାରି କରାଯାଇଛି। ଏଥିସହିତ କାର୍ତ୍ତିକ ପୂର୍ଣ୍ଣିମାରେ ମନ୍ଦିର ଯିବା ଉପରେ ବି ବିଏମସି ପକ୍ଷରୁ କଟକଣା ଲଗାଯାଇଛି।