ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନାକୁ ପ୍ରତିହତ କରିବା ପାଇଁ ବିଶ୍ୱର ସମସ୍ତ ଦେଶ ଆପ୍ରାଣେ ଚେଷ୍ଟା ଜାରିରଖିଛନ୍ତି। ଏହି କ୍ଷେତ୍ରରେ ଭାରତ ମଧ୍ୟ ଉଦ୍ୟମ ଜାରି ରଖିଛି। ତେବେ ମହାମାରୀ କରୋନାରୁ ଆରୋଗ୍ୟ କ୍ଷେତ୍ରରେ ଟପ୍ ୧୫ ରାଜ୍ୟ ତାଲିକା ପ୍ରକାଶ ପାଇଛି । କରୋନା ସଂକ୍ରମଣରୁ ଆରୋଗ୍ୟ କ୍ଷେତ୍ରରେ ଓଡିଶା ଏକାଦଶ ସ୍ଥାନରେ ରହିଛି ।
#CoronaVirusUpdates #IndiaFightsCorona
During the last 24 hours, a total of 11,881 COVID-19 patients have been cured, taking the cumulative figure to 3,59,859.
The states reporting the most number of recovered are: pic.twitter.com/rM3QaoQV59
— Ministry of Health (@MoHFW_INDIA) July 2, 2020