ଆତ୍ମହତ୍ୟା ଧମକ ଦେଲେ ତାରା

ଭୁବନେଶ୍ୱର,ଏନ୍ଏନ୍ଏସ୍: ‘ନିଷ୍ପତ୍ତି ନ ବଦଳାଇଲେ ଆତ୍ମହତ୍ୟା କରିବି, ବେକ କାଟିଦେବି।’ ଆଜି ବିଧାନସଭାରେ ବାଚସ୍ପତିଙ୍କ ସମ୍ମୁଖରେ ଏଭଳି କିଛି ଧମକ ଦେଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀ ପତି। ସ୍କୁଲ ବନ୍ଦ ପ୍ରସଙ୍ଗରେ ତାରା ପ୍ରସାଦ ଆତ୍ମହତ୍ୟା ଧମକ ଦେଇଛନ୍ତି।