ରାଜ୍ୟ ରାଜଧାନୀରୁ ଆଉ ୪୩ କୋଭିଡ ପଜିଟିଭ ଚିହ୍ନଟ, ୫୭ ସୁସ୍ଥ Nitidin Nov 22, 2020 ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ହାର କମିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ରାଜଧାନୀରୁ ମଧ୍ୟ ସଂକ୍ରମଣ ହାର କମିବାରେ ଲାଗିଛି।…