ନାଇଜର କ୍ୟାମ୍ପସ ଛାତରୁ ଖସି ଛାତ୍ରୀ ମୃତ ରାଜ୍ୟ By Nitidin Last updated Mar 14, 2022 Share ଖୋର୍ଦ୍ଧା: ନାଇଜର କ୍ୟାମ୍ପସରେ ଛାତରୁ ଖସି ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଫିଜିକ୍ସ ବିଭାଗର ପିଏଚଡି ଛାତ୍ରୀ ପୂଜା ଜେଠୱାନୀ । ଛାତ୍ରୀଙ୍କ ନିକଟରୁ ଜଟଣୀ ପୁଲିସ ଏକ ଡାଏରୀ ଜବତ କରିଛି । ଅନ୍ୟପଟେ ଛାତ୍ରୀ ଜଣକ ଆତ୍ମତ୍ୟା କରିଥିବା ନେଇ ପୁଲିସ ସନ୍ଦେହ କରୁଛି । Share