ଟିକା ଟେଣ୍ଡର ପ୍ରକ୍ରିୟା ସପ୍ତାହେ ଘୁଞ୍ଚାଇଲେ ରାଜ୍ୟ ସରକାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ରାଜ୍ୟ ସରକାର ସପ୍ତାହେ ଘୁଞ୍ଚାଇଲେ। ଆଜି ସରିବାକୁ ଥିବା ପ୍ରକ୍ରିୟା ଜୁନ୍ ୪ ପର୍ଯ୍ୟନ୍ତ ଘୁଂଚିଲା। ଟିକା ପାଇଁ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିଛନ୍ତି।