ଋଷର ‘ସ୍ପୁଟନିକ-ଭି’ ଭ୍ୟାକ୍ସିନକୁ ଭାରତରେ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: କରୋନା ଯୋଗୁ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଋଷ ଭ୍ୟାକ୍ସିନ ‘ସ୍ପୁଟନିକ-ଭି’କୁ ଜରୁରୀ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଯାଇଛି। ଏସଇସୀ ଭ୍ୟାକ୍ସିନକୁ ମଞ୍ଜୁରୀ ପ୍ରଦାନ କରିଛି।

ଏହାପୂର୍ବରୁ ଭାରତ ବାୟୋଟିକ୍ ଦ୍ୱାରା ପ୍ରସ୍ତୁତ ‘କୋଭାକ୍ସିନ’ ଓ ଓକ୍ସଫୋର୍ଡ ଏଷ୍ଟ୍ରୋଜେନେକାର ‘କୋଭିସିଲ୍ଡ’କୁ ୪୫ ବର୍ଷର ଉର୍ଦ୍ଧ୍ୱ ଲୋକଙ୍କୁ ଦିଆଯାଉଛି।