ଲାଡେନ୍ ପୁଅ ନିହତ

ଅଲକାଏଡାର ପ୍ରତିଷ୍ଠାତା ଓସାମା ବିନ୍ ଲାଡେନର ପୁଅ ହଜମା ବିନ୍ ଲାଡେନର ମୃତ୍ୟୁ ହୋଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପ କରୁଥିବା ସମୟରେ ନିପାତ କରାଯାଇଥିଲା।

ଆମେରିକା ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ହଜମାର ସାନ ଭାଇ ବିନ ଲାଡେନ ମୃତ୍ୟୁ ହୋଇଥିଲା ବୋଲି ଆମେରକୀୟ ଗୁଇନ୍ଦା ବିଭାଗ ସୂଚନା ଦିଆଯାଇଥିଲା। ହଜମା ବିନ ଲାଡେନ ଅଲକାଏଦା ଗ୍ରୁପର ହାଇ ରାକିଙ୍ଗ୍ ସଦସ୍ୟ ଥିଲା। ତେବେ ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ଆତଙ୍କୀ ହମଲା ପାଇଁ ଯୋଜନା ନେଇ ସୂଚନା ମିଳିଥିଲା। ତେବେ ୟୁଏସ୍ କାଉଣ୍ଟର ଟେରରିଜିମ୍ ଅପରେସନ ସମୟରେ ତାକୁ ନିହତ କରାଯାଇଛି ବୋଲି ହ୍ୱାଇଟ୍ ହାଉସରେ ମିଳିଥିବା ସୂଚନା ଆଧାରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି।