ଓଡ଼ିଶାରେ ଦ୍ୱିତୀୟ କରୋନା

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଓଡ଼ିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଗୁରୁବାର ଚିହ୍ନଟ ହୋଇଛି । ଭୁବନେଶ୍ୱର ଆରଏମଆରସିରେ ଆଜି ପରୀକ୍ଷା ହୋଇଥିଲା ୧୪ଟି ରକ୍ତ ନମୂନା। ୧୪ ନମୂନାରୁ ଗୋଟିଏ ପଜିଟିଭ ଅଛି ବୋଲି ସୂଚନା ମିଳିଛି। ସଂକ୍ରମିତ ବ୍ୟକ୍ତି ଜଣଙ୍କ ବିଦେଶରୁ ଫେରିଥିବା ସୂଚନା ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ୱିଟ୍ ଯୋଗେ ସୂଚନା ମିଳିଛି।