ବାଲୁକାରେ ବିଜୟା ଦଶମୀର ଶୁଭେଚ୍ଛା ବାର୍ତ୍ତା

ପୁରୀ, ଏନ୍ଏନ୍ଏସ୍: ପୁରୀ ବେଳାଭୂମି ଠାରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକାରେ ବିଜୟା ଦଶମୀର ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି .