ସମ୍ବଲପୁରରେ ବିଭିନ୍ନ ବେଶରେ ପୂଜା ପାଉଛନ୍ତି ମା’

ସମ୍ବଲପୁର,ଏନ୍ଏନ୍ଏସ୍: ପଶ୍ଚିମ ଓଡିଶାର କେନ୍ଦ୍ରବିନ୍ଦୁ ସମ୍ବଲପୁରର ବିଭିନ୍ନ ସ୍ଥାନରେ ମହାଆଡମ୍ବରରେ ପାଳନ ହେଉଛି ଦୁର୍ଗାପୂଜା। ମା’ଙ୍କ ମୃଣ୍ମୟ ମୂର୍ତ୍ତି ସତେ ଯେପରି ଏଠାକାର ପରିବେଶ ପବିତ୍ର କରିଦେଇଛି। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୂପରେ ମା’ ପୂଜା ପାଉଛନ୍ତି। ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ଭକ୍ତି ଓ ଭାବମୟ ପରିବେଶ ସୃଷ୍ଟି ହୋଇଛି।


ଧନୁପାଲି

ଗୋବିନ୍ଦତୋଳା

କାଳିବାଡି

ସାକ୍ଷୀପଡା

ଜିଲ୍ଲାସ୍କୁଲ