ଜିଲ୍ଲାପାଳଙ୍କ ସଇଁନ୍ତଳା ବ୍ଲକ୍ ଅଚାନକ ଗସ୍ତ

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ଚଳିତବର୍ଷ ମଣ୍ଡି ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ବଲାଙ୍ଗିର ଜିଲ୍ଲା।ଳ ଛାଞ୍ଚଳ ରାଣା ସଇଁନ୍ତଳା ବ୍ଲକ୍ ଅଚାନକ ଗସ୍ତ କରିଥିଲେ।। ସମବାୟ ସମିତିର ଆଗରେ ଏକ ହୋଟେଲ ଥିବା ଦେଖି ଅସନ୍ତୋଷ ପ୍ରକାଶ କରିବା ସହ ସମ୍ପାଦକଙ୍କୁ ତାଗିତ କରିଥିଲେ। ଜିଲ୍ଲାପାଲଙ୍କ ଗସ୍ତ ସମୟରେ ସ୍ଥାନୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।