ପୌର ପରିଷଦ ତରଫରୁ ସାନିଟାଇଜ କରାଗଲା ସମସ୍ତ ରାସ୍ତା

ବଲାଙ୍ଗିର,ଏନ୍ଏନ୍ଏସ୍: କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ବଲାଙ୍ଗିର ପୌର ପରିଷଦ ତରଫରୁ ସତ୍ୱନ୍ତ୍ର ପଦକ୍ଷେପ ନିଆଯାଇଛି। ଏନେଇ ସହରର ପ୍ରତ୍ୟେକ ରାସ୍ତାରେ ବ୍ଲିଚିଂ ପାଉଡ଼ର ସହିତ ପାଣି ସିଞ୍ଚନ କରାଯାଇ ସାନିଟାଇଜ କରାଯାଉଛି । ଏଥିରେ ଦମକଳ ବାହିନୀର ଗାଡ଼ି ନିୟୋଜିତ ହୋଇଥିବା ବେଳେ ପୌରାଧିକାରୀ ନିଜେ ବୁଲି ବୁଲି ସବୁ କାର୍ଯ୍ୟକୁ ତଦାରଖ କରୁଛନ୍ତି ।