ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାଇଁ ନବୀନ ନିବାସରେ ପହଞ୍ଚିଲେ ରୀତା ସାହୁ

ଭୁବେନଶ୍ୱର,ଏନ୍ଏନ୍ଏସ୍: ଗତକାଲି ବିଜେପୁରରେ ବିପୁଳ ପରିମାଣରେ ଭୋଟ ପାଇ ବିଜୟ ହାସଲ କରିଥିବା ରୀତା ସାହୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ଆସିଛନ୍ତି। ରୀତା ସାହୁ ଟୁକୁନୀ ସାହୁଙ୍କ ସମେତ ଦଳୀୟ କର୍ମୀଙ୍କ ସହ ନବୀନ ନିବାସରେ ପହଞ୍ଚିଛନ୍ତି।