ରେସଲିଂ ଫାଇନାଲରେ ରବି ଦହିଆ

ନୂଆଦିଲ୍ଲୀ: ୫୭ କେଜି ଫ୍ରିଷ୍ଟାଇଲ ରେସଲିଂ ଇଭେଣ୍ଟର ଫାଇନାଲରେ ଭାରତୀୟ ରେସଲର ରବି ଦହିଆ ପ୍ରବଶ କରିଛନ୍ତି । ଫାଇନାଲରେ ପ୍ରବେଶ କରିବା ସହ ରବି ଭାରତ ପାଇଁ ରୌପ୍ୟ ପଦକ ସୁନିଶ୍ଚିତ କରିଛନ୍ତି। ଆଉ ଫାଇନାଲରେ ସ୍ୱର୍ଣ୍ଣ ପଦକ ଜିତିଲେ ଇତିହାସ ସୃଷ୍ଟି କରିବେ।