ରାଫେଲରେ ଉଡିଲେ ରାଜନାଥ

ଆଜି ଭାରତୀୟ ବାୟୁସେନା ଦିବସ ଓ ପବିତ୍ର ବିଜୟା ଦଶମୀ ଅବସରରେ ଭାରତୀୟ ବାୟୁସେନା ର ପ୍ରଥମ ରାଫେଲ ଆଜି ପ୍ରଥମ ଉଡାଣ ଉଡ଼ିଛି ।

ଫ୍ରାନ୍ସ ରେ ଆଜି ଏହି ଉଡାଣ ଅବସରରେ ଭାରତର ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶସ୍ତ୍ର ପୂଜାର୍ଚ୍ଚନା କରି ଏହି ଉଡାଣ ରେ ନିଜେ ପାଇଲଟ ଙ୍କ ସହ ବସି ପ୍ରଥମ ଉଡାଣ ଉଡିଥିଲେ ।ପ୍ରଥମେ ଶ୍ରୀ ସିଂ ରଫେଲ ଉପରେ ସିନ୍ଦୁରରେ ଓଁ ଲେଖିଥିଲେ । ୨୯ ମିନିଟ ରାଫାଲ ରେ ଉଡିବା ପରେ ରାଜନାଥ ସିଂ ଏଆରବେଶ କଜ ଫେରି ଆସିଥିଲେ ।

ଭାରତୀୟ ବାୟୁସେନା ର ରାଫେଲ ର ପ୍ରଥମ ଉଡାଣ କୁ ଭାରତୀୟ ବାୟୁସେନା ର ବାୟୁସେନା ଅଧିକାରୀ ଉଡାଇ ଥିଲେ ।ରାଫେଲ ରୁ ଓଲ୍ଲଇବା ପରେ ବହୁତ ପ୍ରଫୁଲିତ ଦିଶୁଥିଲେ ।

ଲଢ଼ୁଆ ରଫେଲ ଭାରତୀୟ ବାୟୁସେନା ରେ ମିଶିବା ପରେ ବାୟୁସେନା ର ଶକ୍ତି ବହୁଗୁଣରେ ବଢିଯିବା ସହ ବିଶ୍ୱର ଏକ ଶକ୍ତିଶାଳୀ ଦେଶ ଭିତରେ ଗଣା ହେବ