୧୦ ଫୁଟିଆ ଅଜଗର ଉଦ୍ଧାର

ରାଉଲକେଲା,ଏନ୍ଏନ୍ଏସ୍: ରାଉଲକେଲା ବ୍ରାହ୍ଣଣୀ କ୍ଲବର ସଦସ୍ୟମାନେ ଏକ ୧୦ ଫୁଟିଆ ଅଜଗର ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି।