ସେମିଫାଇନାଲରେ ପହଂଚିଲେ ସିନ୍ଧୁ

ନୂଆଦିଲ୍ଲୀ: ଭାରତର ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଜବରଦସ୍ତ ପ୍ରଦର୍ଶନ କରି ସେମିଫାଇନାଲରେ ପହଂଚି ଯାଇଛନ୍ତି। ସିନ୍ଧୁ ଜାପାନର ଅକାନେ ୟାମାଗୁଚୀଙ୍କୁ ସିଧାସଳଖ ସେଟରେ ହରାଇଛନ୍ତି। ଫଳରେ ସିନ୍ଧୁ ପଦକରୁ କେବଳ ଆଉ ଗୋଟିଏ ପାଦ ଦୂରରେ ଅଛନ୍ତି।