ଗର୍ଭବତୀ ମହିଳାଙ୍କୁ କେନ୍ଦ୍ରର ଟିକା ଅନୁମତି

ନୂଆଦିଲ୍ଲୀ: ଗର୍ଭବତୀ ମହିଳାଙ୍କୁ କରୋନା ଟିକା ଲଗାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଛି। କୋୱିନରେ ରେଜିଷ୍ଟ୍ରେସନ କରି କିମ୍ବା ସିଧାସଳଖ ଟିକା କେନ୍ଦ୍ରକୁ ଯାଇ ସେମାନେ ଟିକା ନେଇପାରିବେ।