ଝାରପଡ଼ା ଜେଲରୁ ମୁକୁଳିଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଝାରପଡ଼ା ଜେଲରୁ ମୁକୁଳିଲେ। ଗତକାଲି ହାଇକୋର୍ଟରୁ ଷଷ୍ଠ ମାମଲାରେ ଜାମିନ ମିଳଥିଲା। ଡିସେମ୍ବର ୩ ତାରିଖରେ ଠକେଇ ଅଭିଯୋଗରେ ଗିରଫ ହୋଇ ପ୍ରଦୀପ ଜେଲରେ ଥିଲେ।

ସୂଚନାଯୋଗ୍ୟ, ପ୍ରଦୀପଙ୍କ ନାମରେ ୬ଟି ମାମଲାରେ ଅଭିଯୋଗ ଦାୟର ହୋଇଥିଲା।