ଗାଁ’ରେ ଉଚ୍ଚା ଘର କଲେ ନବାକୁ ପଡ଼ିବ ଅନୁମତି

ଭୁବନେଶ୍ୱର : ଏଣିକି ସହର ପରି ଗା’ରେ ଉଚ୍ଚା ଘର କଲେ ନବାକୁ ପଡ଼ିବ ଅନୁମତ। ୨ କିମ୍ବା ୩ମହଲା ନିର୍ମାଣ କଲେ ନେବାକୁ ପଡ଼ିବ ଅନୁମତି। ୫୦୦ ବର୍ଗମିଟରରୁ ଅଧିକ ବା ୨ ମହଲା ଘର ପାଇଁ ଅନୁମତି ଦରକାର। ପଞ୍ଚାୟତ ସମିତି ମାଧ୍ୟମରେ ଅନୁମତି ମାଗିବାକୁ ହେବ। ଯଦି ନମାନି ଘର କଲେ କାର୍ଯ୍ୟାନୁଷ୍ଠାନ ଜାରି ହେବ। ଆପ୍ରୁଭାଲ ପାଇଁ ଜିଲ୍ଲା ପ୍ଲାନିଂ ୟୁନିଟକୁ ପଠାଇବ ପଞ୍ଚାୟତ ସମିତି। ତା’ପରେ ଟାଉନ ପ୍ଲାନିଂ ୟୁନିଟକୁ ପଠାଇବ ଜିଲ୍ଲା ପ୍ଲାନିଂ ୟୁନିଟ୍। ନିର୍ମାଣଧୀନ ଘର ଲାଗି ମଧ୍ୟ କମ୍ପାଉଣ୍ଡ ଫି ଦେଇ କରିହେବ ଆପ୍ରୁଭାଲ। ସରକାରୀ ନିୟମ ମୁତାବକ ଘର ନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।