ସିସୋର ନିର୍ଦ୍ଦେଶକ ପ୍ରଶାନ୍ତ ଦାଶଙ୍କ କୋର୍ଟରେ ଆତ୍ମସମର୍ପଣ

ସିସୋର ନିର୍ଦ୍ଦେଶକ ପ୍ରଶାନ୍ତ ଦାଶ ମଂଗଳବାର ରାଉଲକେଲା ଏସଡିଜେମ୍ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ରଘୁନାଥପାଲ୍ଲୀ ଥାନାର ଏକ ଠକେଇ ମାମଲାରେ ସେ ଅତ୍ମସମର୍ପଣ କରିଛନ୍ତି। ତାଙ୍କୁ ତଳକୋର୍ଟ ଆତ୍ମସମର୍ପଣ କରିବାକୁ ହାଇକୋର୍ଟ କହିଥିଲେ। ଚିଟଫଣ୍ଡ ମାମଲାରେ କିଛି ଦିନ ଜେଲରେ ରହି ସର୍ତ୍ତମୂଳକ ଜାମିଲରେ ମୁକୁଳିଥିଲେ।