କ୍ରିକେଟ ଜଗତରୁ ପ୍ରଜ୍ଞାନ ଓଝାଙ୍କ ସନ୍ନ୍ୟାସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତୀୟ କ୍ରିକେଟର୍ ପ୍ରଜ୍ଞାନ ଓଝା କ୍ରିକେଟ୍ ଦୁନିଆରୁ ସନ୍ନ୍ୟାସ ନେଇଛନ୍ତି। ସେ ସମସ୍ତ ପ୍ରକାରର କ୍ରିକେଟ୍ ଫର୍ମାଟରୁ ଅବସର ନେଇଛନ୍ତି। ସେ ଆଇପିଏଲ ସମେତ ଦିନିକିଆ, ଟେଷ୍ଟ ଓ ଟି-ଟ୍ୱେଣ୍ଟିରୁ ଅବସର ନେଇଛନ୍ତି। ଅବସର ନେଇ ସେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।