ଡକାୟତ ଗ୍ୟାଙ୍ଗର ମୁଖ୍ୟକୁ ଏନକାଉଣ୍ଟର

କଟକ,ଏନ୍ଏନ୍ଏସ୍: କଟକ ନରାଜ ଅଞ୍ଚଳରେ ଚୌଦ୍ୱାର ପୋଲିସର ଏନକାଉଣ୍ଟର, ଡକାୟତ ଗ୍ୟାଙ୍ଗର ମୁଖ୍ୟ ବବଲୁ ପାୱାରର ଡାହାଣ ଗୋଡ଼ରେ ବାଜିଛି ଗୁଳି, ତାକୁ ଏସସିବିରେ ମେଡିକାଲରେ ଭର୍ତ୍ତି କରାଯାଇଛି।

ବନ୍ଧୁକ ଓ ଗୁଳି ଜବତ କରାଯାଇଛି। କାଲି ବବଲୁର ୮ ଜଣ ସହଯୋଗୀ ଗିରଫ ହୋଇଛନ୍ତି।