ଏସପି ଅଫିସରେ କାର୍ଯ୍ୟରତ କର୍ମଚାରୀଙ୍କ ପତ୍ନୀଙ୍କ ଆତ୍ମହତ୍ୟା

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଏସପିଙ୍କ ଷ୍ଟେନୋ ଭାବେ କାର୍ୟ୍ୟରତ ଅଶୋକ ବେହେରାଙ୍କ ପତ୍ନୀ ସୋମବାର ଆତ୍ମହତ୍ୟା କରିଥିବା ଜଣାଯାଇଛି। ତେବେ ଅଶୋକ ବେହେରା କୌଣସି କାରଣରୁ ଆଜି ସକାଳେ ତାଙ୍କ ପତ୍ନୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ପରେ ଟାଉନଥାନା ପୁଲିସ ଘଟଣାସ୍ଥଳକୁ ଯାଇ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।