ମାଓବାଦୀ-ଯବାନ ଗୁଳିବିନିମୟ: ୫ ହାର୍ଡକୋର ମାଓବାଦୀ ମୃତ୍ୟୁ

ମାଲକାନଗିରି, ଏନଏନଏସ: ଛତିଶଗଡ-ମହାରାଷ୍ଟ୍ର ସୀମାନ୍ତରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଗୁଳିବିନିମୟ ଫଳରେ ୫ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମାଓବାଦୀଙ୍କ ବନ୍ଧୁକ ଓ ମାଓ ସାମଗ୍ରୀ ଜବତ ହୋଇଛି।