କାରଖାନାର ପୁନରୁଦ୍ଧାର ନିମନ୍ତେ ସାମ୍ବାଦିକ ସମ୍ମିଳନୀ

ଯାଜପୁର,୨୫ା୮/ଏନ୍ଏନ୍ଏସ୍: ଯାଜପୁର ଜିଲ୍ଲା କଳିଙ୍ଗନଗରସ୍ଥିତ ନିଳାଚଳ ଇସ୍ପାତ ନିଗମର ଅଚଳାବସ୍ଥା। କାରଖାନାର ପୁନରୁଦ୍ଧାର ଏବଂ ସେଲ୍ ସହ ମିଶ୍ରଣ ଦାବିରେ କଳିଙ୍ଗନଗର ଶ୍ରମିକ ୟୁନିୟନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ ସମେତ ୟୁନିୟନର କର୍ମକର୍ତ୍ତା ଉପସ୍ଥିତ ଥିଲେ ।