ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ

ଭୁବନେଶ୍ୱର, ଏନ୍ଏନ୍ଏସ୍: ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ। ଭାରତୀୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଏହି ସୂଚନା ମିଳିଛି। ରାଜ୍ୟରେ କୋଭିଡ ଲକଡାଉନ କାରଣରୁ ସ୍ଥଗିତ ରହିଥିବା ଜଣାପଡ଼ିଛି। ମେ ୧୬ରେ ଉପ ନିର୍ବାଚନ ହେବାର ଥିଲା।