୭ମ ଆନ୍ତର୍ଜାତୀୟ ଯୋଗ ଦିବସର ବିଭିନ୍ନ ଚିତ୍ର

*ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିଲ୍ଲୀ ରାଷ୍ଟ୍ରପତି ଭବନରେ ଯୋଗାଭ୍ୟାସ କରୁଛନ୍ତି।

*ଆନ୍ତର୍ଜାତୀୟ ଯୋଗ ଦିବସରେ ଉପରାଷ୍ଟ୍ରପତି ଶ୍ରୀ ଭେଙ୍କିଆ ନାଇଡୁ ତାଙ୍କ ପତ୍ନୀ ଶ୍ରୀମତୀ ଉସା ନାଇଡୁଙ୍କ ସହିତ ଉପରାଷ୍ଟ୍ରପତି ଭବନରେ ଯୋଗ ଅଭ୍ୟାସ କରୁଛନ୍ତି।

*ଦୈନନ୍ଦିନ ଯୋଗ ପ୍ରତିଦିନ ସକାକଳୁ ସତେଜ କରେ: ଧର୍ମେନ୍ଦ୍ର ପ୍ରଧାନ

*ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ମହାରାଜା ଆଗ୍ରାସେନ ପାର୍କରେ ଯୋଗ କରୁଛନ୍ତି।

*ନାଗପୁରର ‘ଯୋଗ ଏକ ଭାରତୀୟ ଐତିହ୍ୟ’ ଅଭିଯାନରେ ଯୋଗ ଦେଇ ଯୋଗାଭ୍ୟାସ କରୁଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ।

*ଆନ୍ତର୍ଜାତୀୟ ଯୋଗ ଦିବସରେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଦିଲ୍ଲୀର ସରକାରୀ ବାସଭବନରେ ଯୋଗ ପ୍ରଦର୍ଶନ କରୁଛନ୍ତି।

କେନ୍ଦ୍ରମନ୍ତ୍ରୀ ମୁଖତାର୍ ଅବାସ ନାକଭି ଉତ୍ତରପ୍ରଦେଶର ରାମପୁରରେ ଯୋଗ ପ୍ରଦର୍ଶନ କରୁଛନ୍ତି।

*ଆଇଟିବିପି ଯବାନମାନେ ଲଦାଖରେ ଥିବା ଥିକ୍ସେ ମଠରେ ଯୁବ ମଙ୍କଙ୍କ ସହିତ ଯୋଗ କରୁଛନ୍ତି।

*ଲଦାଖର ୧୮ ହଜାର ଫୁଟ ଉଚ୍ଚରେ ଆଇଟିବିପିର ଯବାନ ମାନେ ଯୋଗାଭ୍ୟାସ କରୁଛନ୍ତି।

*ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୧ ପାଇଁ ଉତ୍ସବ। ‘ସୋଲଷ୍ଟାଇସ ଟାଇମ୍ସ ସ୍କୋୟାର ୨୦୨୧’ ଥିମ ସହିତ ଯୋଗ ମହୋତ୍ସବରେ ୩୦୦୦ରୁ ଅଧିକ ଲୋକ ଯୋଗ ଦେଇଛନ୍ତି।

*ବେଜିଂ ସ୍ଥିତ ଭାରତ ଦୂତ ବାସରେ ଯୋଗାଭ୍ୟାସ।