ପିଟର ରାବିଟ-୨ର ଟ୍ରେଲର ରିଲିଜ

ମୁମ୍ବାଇ : ହଲିଉଡର କମ୍ପ୍ୟୁଟର ଆନିମେଟେଡ ହାସ୍ୟାରସାତ୍ମକ ଚଳଚ୍ଚିତ୍ର “ପିଟର ରାବିଟ-୨”ର ଟ୍ରେଲର ଗୁରୁବାର ରିଲିଜ ହୋଇଛି। ଉଇଲ ଗ୍ଲକଙ୍କ ନିର୍ଦେଶନାରେ ସିନେମାଟି ନିର୍ମାଣ ହୋଇଛି। ଏହା ଏକ କମ୍ପ୍ୟୁଟର ଆନିମେଟେଡ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ର ୨୦୨୦ମସିହା ଫେବୃଆରୀ ୭ରେ ମୁକ୍ତିଲାଭ କରିବ। ଏନେଇ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ବିଟ କରି ସୂଚନା ଦେଇଛନ୍ତି।