ପାନ୍-ଆଧାର ଲିଙ୍କ ଅବଧି ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ପାନ୍ ଆଧାର କାର୍ଡ ଲିଙ୍କର ଅବଧିକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । ଆସନ୍ତାକାଲି ଏ ଅବଧିର ସମୟ ପୁରିଯାଉଥିଲା । ଏହି ଅବଧି ସମୟ ସୀମାକୁ ମାର୍ଚ୍ଚ ୩୧କୁ ବୃଦ୍ଧି କରିଛନ୍ତି ବୋଲି ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।