ପିଆଜ ଦରରେ ନିୟନ୍ତ୍ରଣ ଆଣିବା ପାଇଁ ଆମଦାନି ହେବ ୧ଲକ୍ଷ ୨୦ହଜାର ମେଟ୍ରିକ ଟନ୍‍

ନୂଆଦିଲ୍ଲୀ,ଏଜେନ୍ସି: ଦେଶ ତଥା ରାଜ୍ୟରେ ପିଆଜର ଦର ହୁ ହୁ ହୋଇ ବୃଦ୍ଧି ହେଉଥିବା ବେଳେ ବର୍ତ୍ତମାନ ଅନେକ ସ୍ଥାନରେ ଏହା ୬୦-୮୦ଟଙ୍କା ରହିଛି। ତେବେ ପିଆଜର ଏହି ଦରକୁ ନିୟନ୍ତ୍ରଣ କରିବା ପାଇଁ ମନ୍ତ୍ରୀମଣ୍ଡଳ ପକ୍ଷରୁ ବିଦେଶରୁ ୧ଲକ୍ଷ ୨୦ହଜାର ମେଟ୍ରିକ ଟନ ପିଆଜ ଆମଦାନି କରିବାକୁ କେନ୍ଦ୍ର ଅର୍ଥମନ୍ତୀ ନିର୍ମଳା ସୀତାରମଣ ଅନୁମତି ଦେଇଛନ୍ତି।

ଏ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି।