ଭୁବନେଶ୍ୱର, ଏନ୍ଏନ୍ଏସ୍: କଟକ ମୁଣ୍ଡଳିରେ ପ୍ରାୟ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି। ଜଳ ସମ୍ପଦ ସଚିବଙ୍କ ସମୀକ୍ଷା ବୈଠକ ପରେ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।
Review meeting by Principal Secretary DoWR on flood scenarios of the State continues in presence of senior officers of the Department. It’s observed that peak flow around 10.0 lakh cusecs at Munduli will continue for sometime. @CMO_Odisha @RaghunandanDas6 @SecyChief @SRC_Odisha pic.twitter.com/U28u0k24cz
— Deptt. of Water Resources (@OdishaWater) August 30, 2020