OLA ଗାଡିକୁ ଲକଡାଉନ ପାସ୍

ଭୁବନେଶ୍ବର,ଏନ୍ଏନ୍ଏନ୍: କମିଶନରେଟ ପୁଲିସ ପକ୍ଷରୁ ୧୦୦ଟି OLA ଗାଡିକୁ ଲକଡାଉନ ଅବଧି ମଧ୍ୟରେ ଦୁଇ ସହର ଯଥା ଭୁବନେଶ୍ୱର ଓ କଟକ ମଧ୍ୟରେ ଚଳାଚଳ କରିବା ପାଇଁ ଅନୁମତି ଦିଆ ଯାଇଥିବା ଜଣାପଡ଼ିଛି।

ଏହି ଗାଡି ଗୁଡିକ କେବଳ ଅସୁସ୍ଥମାନକୁ ହସ୍ପିଟାଲ ନେବା ଆଣିବା କାର୍ଯ୍ୟରେ ବ୍ୟବହାର କରାଯିବ ବୋଲି କମିସନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।