ରାଜ୍ୟରେ ଟିକାକରଣ ୧ କୋଟି ଡୋଜ୍ ଟପିଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ କରୋନା ଟିକାକରଣ  ୧ କୋଟି ଡୋଜ୍ ଟପିଛି। ଏଥିରେ ଫ୍ରଣ୍ଟଲାଇନ ୱାର୍କର୍ସଙ୍କଠାରୁ ଆରମ୍ଭ କରି ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ସାମିଲ ଅଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଜାନୁଆରୀ ୧୬ରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।