ଓଡ଼ିଆ ଝିଅ ଦୀପଗ୍ରେସଙ୍କୁ ମିଳିଲା ଟୋକିଓ ଅଲମ୍ପିକ ଟିକେଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଟୋକିଓ ଅଲମ୍ପିକ ପାଇଁ ଭାତୀୟ ମହିଳା ହକି ଦଳ ଘୋଷଣା କରାଯାଇଛି। ଏହି ୧୬ ଜଣିଆ ଦଳରେ ଏକମାତ୍ର ଓଡ଼ିଆ ଝିଅ ଭାବେ ଦୀପଗ୍ରେସ ଏକ୍କା ସ୍ଥାନ ପାଇଛନ୍ତି। ଗତ ରିଓ ଅଲମ୍ପିକରେ ମଧ୍ୟ ଦୀପଗ୍ରେସ ଭାରତୀୟ ଦଳରେ ସ୍ଥାନ ପାଇଥିଲେ।