ଗୋଷ୍ଠୀ ସଂକ୍ରମଣ ହୋଇନାହିଁ – ଆଇସିଏମଆର୍

ଭୁବନେଶ୍ୱର,ଏନ୍ଏନ୍ଏସ୍ : କରୋନା ଅପଡେଟ୍ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରେସମିଟ୍। ଲକଡାଉନ୍ ଓ କଣ୍ଟେନମେଣ୍ଟ ପାଇଁ କେସ୍ କିମିଥିବା କହିଲେ ଆଇସିଏମଆର୍। କରୋନା ସମ୍ପର୍କରେ ଆଇସିଏମଆର୍ ମହାନିର୍ଦ୍ଦେଶକ ପଳରାମ ଭାର୍ଗବୀଙ୍କ ପକ୍ଷରୁ ସୂଚନା ଜାରି ହୋଇଛି। ଲକଡାଉନ୍ କଣ୍ଟେନମେଣ୍ଟ ପ୍ରଭାବ ନେଇ ୮୦ ଜିଲ୍ଲାରେ ସର୍ଭେ ହୋଇଥିଲା। ଲକଡାଉନ୍ ଓ କଣ୍ଟେନମେଣ୍ଟ ପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ ଥିବା ଜଣାପଡ଼ିଥିଲା। ତେବେ ଭାରତରେ ଏକ ବଡ଼ ଅଂଶ ଲୋକସମ୍ବେଦନଶୀଳ ବର୍ଗରେ ରହିଛନ୍ତି। ମେସାନଙ୍କୁ ଯେକøଣସି ସମୟରେ କରୋନା ସଂକ୍ରମଣ ହୋଇପାରେ। ସମାନ୍ୟ ଅସାବଧାନତାକୁ ନେଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଯାଇପାରେ ବୋଲି କହିଛନ୍ତି ଆଇସିଏମଆର୍ ମହାନିଦ୍ଦୋଁକ ଭାର୍ଗବ। ତେବେ ଦେଶରେ ଏଯାଏ ଗୋଷ୍ଠୀ ସଂକ୍ରମଣ ହୋଇନଥିବା ମଧ୍ୟ କହିଛନ୍ତି।