‘ରିସାଇକଲ ଫର୍‌ ଲାଇଫ୍’ରେ ଯୋଗଦେଲେ ନୀତା ଅମ୍ବାନୀ

‘ସ୍ବଚ୍ଛତା ହିଁ ସେବା’ଅଭିଯାନରେ ରିଲାଏନ୍‌ସ ଫାଉଣ୍ଡେସନର ‘ରିସାଇକଲ ଫର୍‌ ଲାଇଫ୍’କାର୍ୟ୍ୟକ୍ରମ । ସାରା ଦେଶରୁ ସଂଗ୍ରହ ହେଲା ଥରେ ବ୍ୟବହାର ହେଉଥିବା ୩୯ ଲକ୍ଷ ପ୍ଲାଷ୍ଟିକ୍ ବୋତଲ ‘ରିସାଇକଲ ଫର୍‌ ଲାଇଫ୍’କାର୍ୟ୍ୟକ୍ରମର ସମାପନ ସମାରୋହରେ ରିଲାଏନ୍‌ସ ଫାଉଣ୍ଡେସନ ଅଧ୍ୟକ୍ଷା ନୀତା ଅମ୍ବାନି ଏବଂ ରିଲାଏନ୍‌ସ ରିଟେଲ ଓ ରିଲାଏନ୍‌ସ ଜିଓ ଇନ୍‌ଫୋକମର ନିର୍ଦ୍ଦେଶିକା ଈଶା ଅମ୍ବାନୀ ।