ମୁକେଶର ରାଜକ୍ଷମା ଖାରଜ !

ନୂଆଦିଲ୍ଲୀ : ନିର୍ଭୟା ଦୋଷୀ ମୁକେଶର ରାଜକ୍ଷମା ଅବେଦନ ଖାରଜ ହୋଇଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜକ୍ଷମା ଆବେଦନ ଖାରଜ କରିଥିବା ସୂଚନା ମିଳିଛି। ରାଜକ୍ଷମା ଆବେଦନ ଖାରଜ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏନେଇ କେବେ ନିର୍ଭୟା ୪ ଦୋଷୀଙ୍କୁ ଫାଶୀ ମିଳିବ ତାହା ନେଇ ଅପେକ୍ଷା।