ଗଣ୍ଡଗୋଳରେ ଜଣେ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ଏନ୍ଏଚ୍ ଅବରୋଧ

ଖୋର୍ଦ୍ଧା,ଏନ୍ଏନ୍ଏସ୍:ଖୁଣ୍ଟୁଣୀ,କଖଡି ପଞ୍ଚାୟତର ମହାଳପଡା ଓ ଘଣ୍ଟିଖାଲ ଗ୍ରାମ ମଧ୍ୟରେ ଗଣ୍ଡଗୋଳ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ମହାଳପଡା ଗ୍ରାମବାସୀ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ କରୁଛି