୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ରାଜେନ୍ଦ୍ର ୟୁନିଭର୍ସିଟି ଓ କଳାହାଣ୍ଡି ୟୁନିଭର୍ସିଟିରେ ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି। ପ୍ରଫେସର ଉମାବଲ୍ଲଭ ମହାପାତ୍ର ରାଜେନ୍ଦ୍ର ୟୁନିଭର୍ସିଟିର ଓ ପ୍ରଫେସର ସଞ୍ଜୟ ଶତପଥୀ କଳାହାଣ୍ଡି ୟୁନିଭର୍ସିଟିର କୁଳପତି ହୋଇଥିବା ଜଣାପଡ଼ିଛି।