ହରିୟାଣାରେ ଜଣେ ନର୍ସ କରୋନା ସଂକ୍ରମିତ

ଚଣ୍ଡୀଗଡ : ହରିୟାଣାର ପଂଚକୁଲାର ସେକ୍ଟର ୬ ସ୍ଥିତ ଏକ ଡାକ୍ତରଖାନାରେ ଜଣେ ଷ୍ଟାଫ ନର୍ସ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ପଂଚକୁଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏହା ସହ ହରିୟାଣାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି ।