କମେଡିୟାନ ଭାରତୀ ସିଂଙ୍କ ଘରେ ଏନସିବିର ଚଢ଼ଉ

ମୁମ୍ବାଇ: କମେଡି କୁଇନ ଭାରତୀ ସିଂ ଓ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ଘରେ ଏନସିବି ପକ୍ଷରୁ ଚଢ଼ଉ କରାଯାଇଛି। ଆଉ ଭାରତୀଙ୍କ ଘରୁ ଗଞ୍ଜେଇ ଜବତ ହୋଇଛି। ଏଥିସହିତ ଏଜେନ୍ସି ଦ୍ୱାରା ଅନେ୍ଧରୀ, ଲୋଖଣ୍ଡୱାଲା ଓ ବସୋର୍ବା ଅଞ୍ଚଳରେ ଚଢ଼ଉ ଜାରି ରହିଛି।

ବିଶେଷ ସୁତ୍ରରେ ଜଣାପଡ଼ିଛି କି, ଏନସିବି ହାତରେ ଧରା ପଡ଼ିଥିବା ଜଣେ ଡ୍ରଗ୍ ପେଡଲରଙ୍କ ସୂଚନା ପରେ ଏନସିବି ଭାରତୀଙ୍କ ଘର ଉପରେ ଚଢ଼ଉ କରିଥିଲା।