ପଥରରେ ଛେଚି ହତ୍ୟା

ବଣାଇ, ଏନ୍ଏନ୍ଏସ୍: ବଣାଇ ଶିଶୁଡିହି ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ। ଶୋଇଥିବାବେଳେ ପଥରରେ ଛେଚି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ପୂର୍ବ ଶତ୍ରୁତାରୁ ପଡୋଶୀ ହତ୍ୟା କରିଥିବା ମୃତକଙ୍କ ପୁଅ ଅଭିଯୋଗ କରିଛନ୍ତି। ଘର ବାରଣ୍ଡାରେ ଶୋଇଥିବାବେଳେ ହତ୍ୟା କରାଯାଇଛି। ରକ୍ତଭିଜା ପଥର ଓ ମୃତଦେହ ଜବତ କରି ତଦନ୍ତ କରୁଛି ବଣାଇ ପୁଲିସ।